ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ() ଟିକସ ସୁଧାର ନେଇ ନୂଆ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଦେଶରେ କରଦାତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ସଚ୍ଚୋଟ କରଦାତାଙ୍କ ପାଇଁ ନୂଆ ବ୍ୟବସ୍ଥା ଲାଗୁ ହୋଇଛି । ସ୍ୱଚ୍ଛ କରଦାତାଙ୍କୁ ଡରିବାର କିଛି ନାହିଁ । ଟିକସ କ୍ଷେତ୍ରରେ ସଂସ୍କାର ଆସିବ । ସଚ୍ଚୋଟ କରଦାତାଙ୍କୁ ସମ୍ମାନ ମିଳିବା ସହ କିଛି ରିହାତି ମିଳିପାରେ । ଏହା ସହ ଟିକସ ବ୍ୟବସ୍ଥାର ସରଳୀକରଣ ହେବ । ଆଜିଠାରୁ କର ବ୍ୟବସ୍ଥା କ୍ୟାସଲେସ ହେଲା ବୋଲି ମୋଦୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one + sixteen =