ଦିଲୀପଙ୍କୁ ବଡ ଆଶ୍ୱସ୍ତି, ସସପେଣ୍ଡ ହେଲା ଦଣ୍ଡାଦେଶ

ଭୁବନେଶ୍ୱର()    ଦିଲୀପ ରାୟଙ୍କୁ ବଡ ଆଶ୍ୱସ୍ତି । ସ୍ୱତନ୍ତ୍ର ସିବିଆଇ କୋର୍ଟର ଦଣ୍ଡାଦେଶକୁ ସସପେଣ୍ଡ କଲେ ଦିଲ୍ଲୀ ହାଇକୋର୍ଟ । ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସିବିଆଇ କୋର୍ଟ ଦେଇଥିବା ୩ ବର୍ଷର ଜେଲଦଣ୍ଡକୁ ସସପେଣ୍ଡ କରିଛନ୍ତି ।

ସୂଚନାଯୋଗ୍ୟ, ୧୯୯୯ ଝାଡଖଣ୍ଡ କୋଲ୍ ବ୍ଲକ୍ ବଣ୍ଟନରେ ଅନିୟମିତତା ଅଭିଯୋଗରେ ସୋମବାର ସିବିଆଇ କୋର୍ଟ ଦିଲୀପଙ୍କୁ ଜେଲଦଣ୍ଡ ଶୁଣାଇଥିଲେ । ଜେଲ୍ ଦଣ୍ଡ ଶୁଣାଯିବାର କିଛି ସମୟ ପରେ ଦିଲୀପଙ୍କୁ  ସ୍ପେଶାଲ ସିବିଆଇ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

one × 3 =