Month: October 2019

Latestକ୍ରୀଡା

କାଲିଠାରୁ ଅଲିମ୍ପିକ୍ ଯୋଗ୍ୟତା ଲଢେ଼ଇ

ଭୁବନେଶ୍ୱର()  କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଦୁଇ ଦିନ ଧରି ଖେଳାଯିବାକୁ ଥିବା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ଅନୁÂିତ ହେବ । ଏ ନେଇ ରାଜଧାନୀ ଭୁବନେଶ୍ୱର

Read More
Latestରାଜ୍ୟ

ଏଣିକି ଗଣ ମାଧ୍ୟମରେ ଆଉ ମୁହଁ ଖୋଲିବେନି ସରକାରୀ ବାବୁ

ଭୁବନେଶ୍ୱର()  ଏଣିକି ଗଣ ମାଧ୍ୟମରେ ମୁହଁ ଖୋଲିବେନି ସରକାରୀ ବାବୁ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏମିତି ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସରକାରୀ

Read More
Latestରାଜ୍ୟ

ମିଶନ ଇନ୍ଦ୍ରଧନୁଷର ସଫଳତା ପାଇଁ ଗଂଜାମ ସମ୍ମାନୀତ

ଗଂଜାମ () ମିଶନ ଇନ୍ଦ୍ରଧନୁଷକୁ କାର୍ଯ୍ୟକାରୀ କରିବାରେ ଗଂଜାମ ଜିଲ୍ଲାକୁ କେନ୍ଦ୍ର ସରକାର ପ୍ରଶଂସା କରିଛନ୍ତି । ପଲସ ପୋଲିସ ଟିକାକରଣ ଯୋଜନାର ରୌପ୍ୟ ଜୟନ୍ତି ପାଳନ

Read More
Latestମନୋରଞ୍ଜନ

କାହିଁକି ଶ୍ମଶାନରେ ହିଁ କରାଯାଇଥାଏ ତନ୍ତ୍ରକ୍ରିୟା , ଜାଣନ୍ତୁ

ତନ୍ତ୍ର କ୍ରିୟାର ନାଁ ଶୁଣିବା କ୍ଷଣି ଆଖି ସାମନାରେ ହଠାତ୍ ଶ୍ବଶାନର ଚିତ୍ର ଆଙ୍କି ହୋଇ ଯାଇଥାଏ। ଜଳନ୍ତା ଚିତା ସାମନାରେ ବସିଥିବା ତାନ୍ତ୍ରିକ,ଅନ୍ଧାରିଆ ଏବଂ ନିସ୍ତବ୍ଧ

Read More
Latestରାଜ୍ୟ

ମହିଳା ସଶକ୍ତିକରଣ, କୃଷି, ଦାଦନ ସମସ୍ୟା, ସ୍ବାସ୍ଥ୍ୟ କ୍ଷେତ୍ରରେ ଗବେଷଣା ଭିତ୍ତିକ ସହଯୋଗ ପାଇଁ ଚୁକ୍ତି

ଭୁବନେଶ୍ବର () ଓଡିଶା ସରକାର ଏବଂ Abdul Latif Jameel Poverty Action Lab ବା ଜେ-ପଲ୍‌ ଦକ୍ଷିଣ ଏସିଆ ମଧ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା

Read More
Latestରାଜନୀତି

ପ୍ରସନ୍ନ ଆଚାର୍ଯ୍ୟ ସଂସଦୀୟ ପିଟିସନ କମିଟିର ଅଧ୍ୟକ୍ଷ

ଭୁବନେଶ୍ୱର() ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦର ପିଟିସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ଏଥିକ୍ସ କମିଟିର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି

Read More
Latestମନୋରଞ୍ଜନ

ପରଦାକୁ ଆସିବ ଲାଲୁଙ୍କ ବାୟୋପିକ

ମୁମ୍ବାଇ() ରାଜନୀତି ହେଉ କି କୂଟନୀତି, ସବୁଥିରେ ଦକ୍ଷତା ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ଏବେ ଫିଲ୍ମ

Read More
Latestରାଜନୀତି

୫ଟି କୁ ନେଇ ଅପରାଜିତାଙ୍କ ସମାଲୋଚନାର ଜବାବ ରଖିଲେ ଅରୁପ

ଭୁବନେଶ୍ୱର() ରାଜ୍ୟ ସରକାର ଆରମ୍ଭ କରିଥିବା ‘୫ଞ’ ଉପରେ ରାଜନୈତିକ ବୟାନବାଜି ଚାଲିଛି । ରାଜନୀତିରେ ପାଦ ଥାପିଥିବା ଦୁଇ ଜଣ ପ୍ରଶାସନିକ ଅଧିକାରୀ ମଧ୍ୟ ମୁହାଁମୁହିଁ

Read More
Latestଜାତୀୟ

ଜଳିଗଲା ଟ୍ରେନ,ଚାଲିଗଲା ୬୫ ଜୀବନ

ପାକିସ୍ତାନ()  ପାକିସ୍ତାନରେ ଅଭାବନୀୟ ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍ଗାମ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୫

Read More
Latestରାଜନୀତି

ବାରବାଟୀ ବିଧାୟକ ହେବେ ପିସିସି ସଭାପତି

କଟକ() ପୁଣି ଆରମ୍ଭ ହୋଇଛି କଂଗ୍ରେସର ପିସିସି ସଭାପତି ହଟାଅ ଅଭିଯାନ ।କଟକ ଜିଲ୍ଲାର କିଛି କଂଗ୍ରେସ ନେତା ଏହାର ନେତୃତ୍ବ ନେଇଛନ୍ତି। କଟକ-ବାରବାଟୀ ବିଧାୟକ ମହମ୍ମଦ

Read More