Friday, October 30, 2026
ମନୋରଞ୍ଜନ

୩ ଦିନରେ ୭୦ କୋଟି

ଭୁବନେଶ୍ବର()  ୩ ଦିନରେ ୭୦ କୋଟି ପାର କଲା ସାହିଦ କପୁର ଏବଂ କିୟାରା ଆଡବାଣୀ ଅଭିନୀତ ଫିଲ୍ମ ‘କବୀର ସିଂ’। ପ୍ରଥମ ଦିନରୁ ହିଁ ଫିଲ୍ମ ୨୦.୨୧ କୋଟି ଟଙ୍କାର ଟାର୍ଗେଟ ସହିତ ଜବରଦସ୍ତ ଓପନିପଂ କରିଥିଲା ଏବଂ ଏହାସହିତ ୱିକଣ୍ଡେରେ ମଧ୍ୟ ଫିଲ୍ମର କଲେକସନ ଗ୍ରାଫ୍ ଭଲ ଚାଲୁଛି।

ଶୁକ୍ରବାର ଫିଲ୍ମଟି ରିଲିଜ ହୋଇଥିବା ବେଳେ ସୋମବାର ସୁଦ୍ଧା ୭୦.୮୩ କୋଟି ଟଙ୍କାର ବ୍ୟବସାୟ କରିଛି ଫିଲ୍ମ ‘କବୀର ସିଂ’। ଫିଲ୍ମ ‘କବୀର ସିଂ’ରେ ବଲିଉଡ ଚକଲେଟ୍ ଷ୍ଟାର ସାହିଦ କପୁର ଜବରଦସ୍ତ ଅଭିନୟ କରିଛନ୍ତି। ଫିଲ୍ମ ରିଲିଜ ପରେ ସହୀଦଙ୍କୁ ଚାରିଆଡ଼ୁ ପ୍ରସଂଶାର ଶୁଅ ଛୁଟିଛି। ଅନ୍ୟପକ୍ଷରେ ଅଭିନେତ୍ରୀ କିଆର ଆଡଭାଣୀ ଦମ୍ଦାର ଅଭିନୟ ଫିଲ୍ମକୁ ସୁପରହିଟ୍ କରିଛି।

Share

Leave a Reply

Your email address will not be published. Required fields are marked *

12 + four =