ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ନବମ ପ୍ରତିଷ୍ଠା ଦିବସରେ ଇନକୁବେସନ ସେଂଟର ପାଇଁ ୨ ନିୟୁତ ଡଲାର ପାଣ୍ଠି ହାସଲ
ଉଦ୍ୟମିତା ବ୍ୟବସ୍ଥାର ପ୍ରସାର ପାଇଁ ଇଣ୍ଡିଆ ଆସେଲରେଟର ସହ ସହଯୋଗିତା ସ୍ଥାପନ ଭୁବନେଶ୍ୱର: ଆଇଆଇଏମ୍ ସମ୍ବଲପୁର ପକ୍ଷରୁ “ଷ୍ଟାର୍ଟଅପ୍ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା’ ବିଷୟବସ୍ତୁ ସହ ନବମ
Read More