ମେଟାଭର୍ସରେ ପ୍ରବେଶ କଲା ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ, ଭାରତର ପ୍ରଥମ ଭର୍ଚୁଆଲ୍ ସୋ’ରୁମ୍ ସେନ୍କୋଭର୍ସର ଶୁଭାରମ୍ଭ
ଭୁବନେଶ୍ୱର: ଭାରତର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ସେନ୍କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ମେଟାଭର୍ସରେ ପ୍ରବେଶ କରି ଏହାର ପ୍ରଥମ ଭର୍ଚୁଆଲ୍ ସୋ’ରୁମ୍ “ସେନ୍କୋଭର୍ସ”ର ଶୁଭାରମ୍ଭ କରିଛି ।
Read More