Friday, October 30, 2026
Latestରାଜ୍ୟ

୨୯ ଯାଏଁ ଜଳିବ ଓଡିଶା

ଭୁବନେଶ୍ବର()   ଆଜିଠୁ ତାତି ଆହୁରି ବଢିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୫ ଡିଗ୍ରୀ ପାର୍ ହୋଇଯିବାର ସମ୍ଭାବନା ରହିଛି। ଟିଟିଲାଗଡ, ସୋନପୁର, ତାଳଚେର, ବଲାଙ୍ଗିର, ଝାରସୁଗୁଡା, ବରଗଡ ଆଦି ସ୍ଥାନରେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରୁଛି ପାଣିପାଗ ବିଭାଗ।

ପ୍ରବଳ ଖରା ଯୋଗୁଁ ଅଂଶୁଘାତର ଆଶଙ୍କା ମଧ୍ୟ ବଢିଯାଇଛି । ତାତିରୁ ରକ୍ଷା ପାଇବା ଲାଗି ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

eleven + eleven =