ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାନନ କାନୁନଗୋ

ଭୁବନେଶ୍ୱର: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନନଗୋ । ପୂର୍ବତନ ଅର୍ଥମନ୍ତ୍ରୀ ଅର୍ଥତୀତିକୁ ନେଇ ଉଭୟ ସରକାରଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ସେ କହିଛନ୍ତି କି, କରୋନାର ଆଳ ନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ସରକାରୀ କର୍ମଚାରୀଙ୍କ ମହଙ୍ଗି ଭତ୍ତା ବନ୍ଦ କରି ଦେଇଛନ୍ତି । ଗତ ୪ଟି ଡୋଜ ୨୦୨୦ ମସିହା ଜାନୁୟାରୀ ମାସରୁ ଏପର୍ଯ୍ୟ ୧୪ ପ୍ରୋସେସର ବଢ଼େଇବା ତାଙ୍କର କମିଛି । ଓ ପେନସନ ଭୋଗୀଙ୍କ ମଧ୍ୟ ପ୍ରୋସେସର କିମଛି ଏବଂ ତାକୁ ନବଢ଼େଇ ରଖିଛନ୍ତି ।ଆର୍ଥିକ ସ୍ଥିତିକୁ ଅଧିକ ସବଳ କରିବା ପାଇଁ ଯେଉଁ ଶ୍ରେଣୀର ବଜାରକୁ ଅଧିକ ଯିବାର ଥିଲା ଓ ଆବଶ୍ୟବତା ଅଛି ସେହି ଶ୍ରେଣୀର ହାତକୁ ବନ୍ଧାଦିଆଯାଇଛି । ଏଣୁ ଏହା ପଛରେ ଥିବା ଅର୍ଥନୈତିକ ଚିନ୍ତା ବା ବୁଦ୍ଧି କିଛି ବୁଝାପଡୁନାହିଁ ।

ଅପରପକ୍ଷରେ ଯେଉଁସବୁ କମ୍ପାନୀ ମାନଙ୍କର ଦୁଇଗୁଣା ବୃଦ୍ଧି ପାଇଛି ସେମାନଙ୍କର ଡିମାଣ୍ଡରେ ସେମାନଙ୍କର ଷ୍ଟିବୁଲ ବଢ଼ାଯାଉଛି । ଗତ ୪ ମାସ ଭିତରେ ଜିଏସଟି ବଢ଼ିବା କଥା କୁହାଯାଉଛି । ବୋଧହୁଏ ତାଙ୍କର ଇଣ୍ଡେଲିଜେନ୍ସ ବ୍ରାଞ୍ଚ ପୁରାପୁରି ଭୁଷୁଡି ପଡିଛି । ଯେ ଜାଣି ପାରୁନାହାଁନ୍ତି । ଏହି ଯୋଉ ବୃଦ୍ଧି ପାଇଛି ଏହା କେବଳ ସ୍ୱାସ୍ଥ୍‌୍ୟ ଭିତ୍ତିକ ସମାଗ୍ରୀ କିଣିବାରେ ବୃଦ୍ଧି ପାଇଛି । ସାନିଟାଇଜର,ସାବୁନ, ଅକ୍ସିମିଟର ମାପିବା ଯନ୍ତ୍ର ଆଦିରେ ଟିକସ ବୃଦ୍ଧି ପାଇଛି । ବଜାରରେ ଏଫଏମସିଜି ବହୁ ପରିମାଣରେ କମିଛି ।

ମନମୋହନ ସିଂଙ୍କଠାରୁ ଏମାନେ ଅର୍ଥନୈତିକ ନୀତି ଶିକ୍ଷିବାର ଏବେ ବି ସମୟ ଅଛି । ଅହଙ୍କାର ଛାଡ଼ି ତାଙ୍କଠାରୁ ଶିକ୍ଷା ନିଅନ୍ତୁ । ଯେତେବେଳେ ସାରା ବିଶ୍ୱରେ ପଡ଼ିଯାଇଛି ଆତଙ୍କ ସେତେବେଳେ ମନମୋହନ ସିଂ ସିକ୍ସି ପେ ରେ ଯାହା ଦିଆଯାଇଥିଲା ସେଥିଲାଗି ଅର୍ଥନୀତି ବଞ୍ଚିକି ଅଛି । ୧୪ ପ୍ରତିଶତ ଡୋଜ ସମସ୍ତ ବର୍ଗର ଲୋକଙ୍କୁ ତୁରନ୍ତ ଦାନ କରନ୍ତୁ । 

Share

Leave a Reply

Your email address will not be published. Required fields are marked *

eight − seven =