ଧରା ପଡ଼ିଲା ଜିଏସଟି ଠକ

ଭୁବନେଶ୍ୱର: ପ୍ରାୟ ୧୦ କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଆଇରନ ସ୍କ୍ରାପ୍ ବ୍ୟବସାୟୀ ସ୍ମୃତିରଞ୍ଜନ ସାହୁଙ୍କୁ ଶେଷରେ ବନ୍ଧା ହୋଇଛନ୍ତି । ୭ଟି ଜାଲ୍ ଫାର୍ମ କରି ବର୍ଷ ବର୍ଷ ଧରି ସେ ଜିଏସଟି ଠକେଇ କରି ଆସୁଥିଲେ । ଭୁବନେଶ୍ୱର ବାପୁଜୀନଗର ସ୍ଥିତ ଘରୁ ଜିଏସଟି ଅଧିକାରୀ ପୋଲିସ ସହାୟତାରେ ସ୍ମୃତିରଂଜନକୁ ଗିରଫ କରିଛନ୍ତି । ବାର୍ଷିକ ଟର୍ଣ୍ଣଓଭର ୪୦ କୋଟି ବୋଲି ଦର୍ଶାଇ ସେ ଜିଏସଟି ଫାଙ୍କୁଥିଲେ ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =