Friday, October 30, 2026
Latestରାଜ୍ୟ

ପୋଲିଂ ପାର୍ଟି ଗାଡ଼ି ଜାଳିଦେଲେ ମାଓବାଦୀ

ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପୂର୍ବରୁ ମାଓ ହମ୍ଲା। କନ୍ଧମାଳ ଜିଲ୍ଲାରେ ପୋଲିଂ ପାର୍ଟି ଗାଡ଼ି ଜାଳିଦେଲେ ମାଓବାଦୀ। ପୋଲିଂ କର୍ମଚାରୀଙ୍କୁ ଗାଡ଼ିରୁ ଓହ୍ଲାଇଦେବା ପରେ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମୁଙ୍ଗୁନିପଦରଠାରେ ଏହି ଘଟଣା ଘଟିଛି। ସମସ୍ତ ପୋଲିଂ କର୍ମଚାରୀ ସୁରକ୍ଷିତ ଥିବା ଜଣା ପଡ଼ିଛି।

Share

Leave a Reply

Your email address will not be published. Required fields are marked *

15 − 11 =