ଏକାମ୍ର କ୍ଷେତ୍ର ପାଇଁ ୫ କୋଟିର ପ୍ୟାକେଜ

ଭୁବନେଶ୍ୱର() ଲିଙ୍ଗରାଜ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ମନ୍ଦିରର ଭଜନ ମଣ୍ଡପ, ଏବଂ ଏକାମ୍ର ସାଂସ୍କୃତିକ ପ୍ରକାଶନି ପାଇଁ ନୂଆ କୋଠା ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ଖର୍ଚ୍ଚ ହେବ ପାଖାପାଖି ୫ କୋଟି ଟଙ୍କା ।

ସେଥିପାଇଁ ମନ୍ଦିର ଅଂଚଳରେ ୱାଚ୍ ଟାୱାର ନିର୍ମାଣ କରିବାକୁ ନିଷ୍ପତି ନିଆଯାଇଛି । ତେବେ ପୂର୍ବରୁ ମଧ୍ୟ ଲିଙ୍ଗରାଜ ମନ୍ଦିରର ଉନ୍ନତି ଓ ସୌନ୍ଦର୍ୟ୍ୟକରଣ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Share

Leave a Reply

Your email address will not be published. Required fields are marked *

four × three =