ମଧୁସୂଦନ ପାଢ଼ୀ ହେଲେ ଚକବନ୍ଦୀ କମିଶନର

ଭୁବନେଶ୍ୱର() ରାଜ୍ୟ ସରକାର ଦୁଇ ଜଣ ଆଇଏଏସଙ୍କ ମଧ୍ୟରେ ଆଜି ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ବାଣିଜ୍ୟ ଓ ପରିବହନ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଧାଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି । ରାଜ୍ୟପାଳଙ୍କ ସଚିବ ଥିବା ମଧୂସୁଦନ ପାଢୀଙ୍କୁ ଚକବନ୍ଦୀ କମିଶନର ଭାବେ ଅବସ୍ଥାପିତ କରାଯାଇଛି । ପ୍ରମୋଦ ମେହେର୍ଦ୍ଧା ପୂର୍ବରୁ ଥିବା ବାଣିଜ୍ୟ ପରିବହନ ବିଭାଗ ସଚିବ ଦାୟୀତ୍ୱ ମଧ୍ୟ ଅତିରିକ୍ତ ଭାବେ ତୁଲାଇବେ ।

Share

Leave a Reply

Your email address will not be published. Required fields are marked *

three + sixteen =