ଜୋମାଟୋ ଡିପିରେ ସୋନୁଙ୍କ ଫଟୋ

ନୂଆଦିଲ୍ଲୀ()ଚର୍ଚ୍ଚାରେ  ଫୁଡ୍ ଡେଲିଭର କମ୍ପାନୀ ଜୋମାଟୋର ଏକ ଡେଲିଭରୀ ବୟ ସୋନୁ  । ସୋନୁଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କେବଳ ଏତିକି ନୁହେଁ, ଜୋମାଟୋ ଇଣ୍ଡିଆ ନିଜ ଟ୍ୱିଟରର ଡିପିରେ ସୋନୁଙ୍କ ଫଟୋ ମଧ୍ୟ ରଖିଛି ।

ତେବେ ଭିଡିଓରେ ଜଣେ ବ୍ୟକ୍ତି ସୋନୁଙ୍କୁ ତାଙ୍କ ଦରମା ବିଷୟରେ ପଚାରିଛନ୍ତି । ଏଥିରେ ସୋନୁ ଖୁସି ହୋଇ ହସ ହସ ମୁହଁରେ ଜବାବ ଦେଇଥିବା ଦେଖିବାକୁ ମିଳିଛି । ଲୋକମାନେ ସୋନୁଙ୍କ ସ୍ମାଇଲର ଫ୍ୟାନ୍ ହୋଇଗଲେଣି । ଏହା ସହ ଲୋକମାନେ ସୋନୁଙ୍କ ପାଇଁ ବିଭିନ୍ନ ପ୍ରକାର ଖାଇବା ଅର୍ଡର କରୁଥିବା ଜଣାପଡିଛି ।  

Share

Leave a Reply

Your email address will not be published. Required fields are marked *

14 − 9 =