ବିଡ଼ିଓଙ୍କୁ ଅପହରଣ

ବଲାଙ୍ଗୀର ପୁଇଁତଳା ବିଡ଼ିଓଙ୍କୁ ଅପହରଣ କରିନେଲେ ଦୁର୍ବୃତ୍ତ । ସ୍ପଷ୍ଟ ଦିବାଲୋକରେ ୧୦ରୁ ୧୨ ଜଣ ଦୁର୍ବୃତ୍ତ ଆସି ବିଡ଼ିଓ ସରୋଜ କୁମାର ମିଶ୍ର । ଅଭିଯୋଗ ପରେ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି ପୋଲିସ୍ । ସିସିଟିଭି ଆଧାରରେ ଯାଂଚ କରୁଛି ପୋଲିସ୍ । ଅପରାହ୍ନ ୪ରୁ ସାଢ଼େ ୪ଟା ମଧ୍ୟରେ ହୋଇଛି ଏହି ଘଟଣା । ଭାଇସ ଚେୟାରମ୍ୟାନଙ୍କର କିଛି ଲୋକ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଏବେ ଯାଏଁ କୌଣସି ପ୍ରମାଣ ମିଳିନାହିଁ ।

Share

Leave a Reply

Your email address will not be published. Required fields are marked *

five + eighteen =