ବିଷ୍ଣୁ ଲଢିବେ ତିର୍ତ୍ତୋଲରୁ, ସମ୍ବିତ ପାରାଦ୍ବୀପରୁ

ଭୁବନେଶ୍ବର () ଆଜି ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଆଉ 18ଟି ବିଧାନସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀ ଘୋଷଣା କରିଛନ୍ତି । ପୁରୀରୁ ମହେଶ୍ବର ମହାନ୍ତି ପୁଣି ଥରେ ପ୍ରାର୍ଥୀ ଭାବେ ଲଢିବେ । ଜଟଣୀରୁ ବିଭୁତି ବଳବନ୍ତରାୟ, ବାରବାଟି କଟକରୁ ଦେବାଶିଷ ସାମନ୍ତରାୟ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ରେଙ୍ଗାଲିରୁ ରୀନା ତାନ୍ତି, ଜଶିପୁରରୁ ଗୋଲକ ବିହାରୀ ନାୟକ, ବାଙ୍ଗିରିପୋଷିରୁ ସୁଦାମ ମାରାଣ୍ଡି, ସାରସକଣାରୁ ଅମର ସିଂହ ଟୁଡୁ, ଉଦଳାରୁ ଶ୍ରୀନାଥ ସୋରେନ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି ବାଲେଶ୍ବରରୁ ଜୀବନ ପ୍ରଦୀପ ଦାସ, ଜଳେଶ୍ବରରୁ ଅଶ୍ବିନି କୁମାର ପାତ୍ର, ବଡସାହିରୁ ବୃନ୍ଦାବନ ଦାସ, ଭଦ୍ରକରୁ ସଂଜୀବ ମଲ୍ଲିକ, ସୋରରୁ ପର୍ଶୁରାମ ଧଡା, ବଡଚଣାରୁ ଅମର ପ୍ରସାଦ ଶତପଥୀ, ରାଜନଗରରୁ ଧ୍ରୁବ ସାହୁ, ପାରାଦ୍ବୀପରୁ ସମ୍ବିତ ରାଉତରାୟ ଓ ତିର୍ତ୍ତୋଲର ବିଷ୍ଣୁ ଦାସଙ୍କୁ ପ୍ରାର୍ଥୀ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

16 + 15 =