ପାପୁଲି କଟା ଦୋଷୀକୁ ୧୦ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର: ୨୦୧୩ ବହୁଚର୍ଚ୍ଚିତ ଦାଦନ ଶ୍ରମିକଙ୍କ ହାତ ପାପୁଲି କଟା ଘଟଣାରେ ଦଣ୍ଡାଦେଶ ଜାରି ହୋଇଛି । ଦୋଷୀ ପର୍ଶୁରାମ ନାଏକକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ କରିଛନ୍ତି ଧର୍ମଗଡ ଏଡିଜେ । ୨୦୧୬ରେ ମାମଲାର ୮ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ୨ ଦାଦନଙ୍କୁ ଅକଥନୀୟ ନିର୍ଯାତନା ପରେ ହାତ ପାପୁଲି କଟାଯାଇଥିଲା । କଳାହାଣ୍ଡି-ବଲାଙ୍ଗୀର ସୀମାର ଏକ ଜଙ୍ଗଲରେ ଏହି ନୃଶଂସ କାଣ୍ଡ ଘଟିଥିଲା ।

Share

Leave a Reply

Your email address will not be published. Required fields are marked *

seventeen − two =