ସୋନୁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ବଲିଉଡ ଅଭିନେତା ଛେଦି ସିଂହ ଅର୍ଥାତ ସୋନୁ ସୁଦଙ୍କୁ ବିବାହ କରିବାକୁ ଚାହିୁଁଛନ୍ତି ଅଭିନେତା କମଲ ହାସନଙ୍କ ଝିଅ ଅଭିନେତ୍ରୀ ଶୃତି ହାସନ। ଶୃତି ବଲିଉଡ ସହ ଟଲିଉଡରେ ମଧ୍ୟ ଧମାଲ କରନ୍ତି।ହେଲେ ସାଉଥ ଇଣ୍ଡଷ୍ଟ୍ରିରେ ସେ ଅଧିକ ଚର୍ଚ୍ଚିତ।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ସେ ସୋନୁ ସୁଦଙ୍କୁ ବହୁତ ପସନ୍ଦ କରନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହାନ୍ତି। ସେ ତାଙ୍କ ସହ କାମ କରିବାକୁ ଭଲ ପାଆନ୍ତି। ସୋନୁ ସୁଦ ଓ ଶୃତି ହାସନ ଏକା ସହ “ରମେୟା ଭସ୍ତାୱୟା” ଫିଲ୍ମରେ କାମ କରିଛନ୍ତି। ଏହି ଚଳଚ୍ଚିତ୍ର ପରେ ସେମାନେ ଅଧିକାଂଶ ସମୟ ଏକା ସହ ବୁଲାବୁଲି କରିବାରେ ସ୍ପଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

four × 1 =