ବଢୁଛି ରାନୁଙ୍କ ଅହଂକାର, ଫଟୋ ଦେଖି ଲୋକେ କହୁଛନ୍ତି ଏମିତି କଥା

ମୁମ୍ବାଇ()ଷ୍ଟେସନରେ ଗୀତ ଗାଉଥିବା ବେଳେ ଜଣେ ଯୁବକ ରାନୁ ମଣ୍ଡଳଙ୍କ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଯାହା ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ରେଲୱେ ଷ୍ଟେସନରୁ ସିଧା ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିଲେ ରାନୁ ମଣ୍ଡଳ।

 

ତେବେ ଫେମସ୍ ହେବା ପରେ ରାନୁ ମଣ୍ଡଳଙ୍କ ବ୍ୟବହାର ବଦଳି ଯାଇଥିଲା, ଯେଉଁମାନେ ଦିନେ ତାଙ୍କୁ ପ୍ରଶଂସା କରୁଥିଲେ ପରେ ସେମାନେ ହିଁ ତାକୁ ଟ୍ରଲ କରିବା ସହ ଘମଣ୍ଡି କହିଥିଲେ। ତେବେ କିଛି ଦିନରୁ ରାନୁ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇ ଯାଇଛନ୍ତି।

ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନ କୌଣସି ବି ମିଡିଆ କି ଟିଭି ସୋ ତାଙ୍କୁ ଆଉ ସୁଯୋଗ ଦେଉ ନାହାନ୍ତି। ଷ୍ଟାର ହେବା ପରେ ରାନୁଙ୍କ ଅହଂକାର ବଢିଯାଇଥିଲା, ଅନେକ ଥର ପ୍ରଶଂସକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହିପରି ଆଚରଣ ଦେଖି ଲୋକମାନେ ତାଙ୍କୁ କମ୍ ପସନ୍ଦ କରିବାକୁ ଲାଗିଲେ ଏବଂ ଧୀରେ ଧୀରେ ତାଙ୍କ ନାମ ସୋସିଆଲ୍ ସାଇଟରୁ କମ୍ ହୋଇଗଲା ତେବେ ଆଗାମୀ ସମୟରେ ତାଙ୍କ ନାମରେ ଏକ ବାୟୋପିକ୍ ଫିଲ୍ମ ଦେଖିବାକୁ ମିଳିବ। ବର୍ତ୍ତମାନ ସେ ନିଜ ଝିଅଙ୍କ ଘରେ ସାଧାରଣ ମଣିଷ ପରି ଜୀବନ କାଟୁଛନ୍ତି।

Share

Leave a Reply

Your email address will not be published. Required fields are marked *

five + 18 =