Friday, October 30, 2026
Latestମନୋରଞ୍ଜନ

ଅମିତାଭଙ୍କୁ ‘ଦାଦା ସାହେବ ଫାଲକେ’

ନୂଆଦିଲ୍ଲୀ()  ଅଭିନେତା ଅମିତାଭ ବଚ୍ଚନଙ୍କୂୁ ମିଳିବ ‘ଦାଦା ସାହେବ ଫାଲକେ’ ଆଓ୍ବାର୍ଡ।ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍ କରି ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଦାଦା ସାହେବ ଫାଲ୍କେ ପୁରସ୍କାର ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ଧୁନ୍ଦିରାଜ ଗୋବିନ୍ଦ ଫାଲ୍କେ ବା ଦାଦା ସାହେବ୍ ଫାଲ୍କେଙ୍କ ନାମରେ ଦିଆଯାଇଥାଏ। ବିଗ୍ ବି ଅମିତାଭ ବିଭିନ୍ନ ଫିଲ୍ମ ସହ କ୍ୱିଜ୍ ଶୋ ‘କୌନ୍ ବନେଗା କରୋଡ଼ପତି’ରେ ସକ୍ରିୟ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

19 + 19 =