ଆଇଡିିବିଆଇ ବ୍ୟାଙ୍କର ୨୦୨୨-୨୩ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ନିଟ୍ ଲାଭ ୯୨୭ କୋଟି ଟଙ୍କା

ଭୁବନେଶ୍ୱର: ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଶେଷ ତ୍ରୈମାସିକରେ ଆଇଡିବିଆଇ ବ୍ୟାଙ୍କର ନିଟ ଲାଭ ୬୦ ପ୍ରତିଶତ ବୃଦ୍ଧି ପାଇ ୯୨୭ କୋଟି ଟଙ୍କା ହୋଇଛି । ଗତ ଆର୍ଥିକ ବର୍ଷର ଏହି ତ୍ରୈମାସିକରେ ବ୍ୟାଙ୍କର ନିଟ୍ ଲାଭ ୫୭୮ କୋଟି ଟଙ୍କା ଥିଲା । ଆଇଡିବିଆଇ ବ୍ୟାଙ୍କର ଅପରେଟିଂ ଲାଭ ବର୍ଷକୁ ବର୍ଷ ଭିତିରେ ୧୬ ପ୍ରତିଶତ ବୃଦ୍ଧି ପାଇ ୨୦୫୧ କୋଟି ଟଙ୍କା ହୋଇଛି । ଏନ୍‌ଆଇଆଇ ବର୍ଷକୁ ବର୍ଷ ଭିତିରେ ୨୩% ବୃଦ୍ଧି ପାଇ ୨୯୨୫ କୋଟି ଟଙ୍କା ହୋଇଥିବା ବେଳେ ତ୍ରୈମାସିକ ଭିତିରେ ତାହା ୭ ପ୍ରତିଶତ ବୃଦ୍ଧି ପାଇଛି । ମୋଟ ଜମାରେ କାସାର ଅନୁପାତ ୫୪.୪୪ ପ୍ରତିଶତ ରହିଛି ।

Share

Leave a Reply

Your email address will not be published. Required fields are marked *

one + six =