Friday, October 30, 2026
Latestମନୋରଞ୍ଜନ

ଗାଙ୍ଗୁଲିଙ୍କ ବାୟୋପିକ୍ କରିବେ ଏହି ଅଭିନେତା

ମୁମ୍ବାଇ() ଇଣ୍ଡିଆ ଟିମର ପୂର୍ବତନ କ୍ୟାପଟେନ୍ ଏବଂ ଦିଗ୍ଗଜ ଖେଳାଳୀ ସୌରଭ ଗାଙ୍ଗୁଲୀଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମିତ ହୋଇପାରେ। କରଣ ଜୋହର ଏହି ଫିଲ୍ମର ନିର୍ମାଣ କରିବେ ଏବଂ ହ୍ରିତିକ୍ ରୋଶନ୍ ମୁଖ୍ୟ ଭୂମିକାରେ ଅଭିନୟ କରି ପାରନ୍ତି।

 

କିଛି ଦିନ ତଳେ ସୌରଭ ଗାଙ୍ଗୁଲି ଖୁଲାସା କରିଥିଲେ ଯେ ସେ ତାଙ୍କ ବାୟୋପିକରେ ହ୍ରିତିକ ରୋଶନଙ୍କୁ ହୀରୋ ଭାବେ ଦେଖିବାକୁ ଚାହୁଁଛନ୍ତି।

କରଣ ଜୋହର ଏବଂ ସୌରଭ ଗାଙ୍ଗଲି ଏହି ମାମଲାରେ ଅନେକ ଥର ସାକ୍ଷାତ କରି ସାରିଲେଣି। ଶୁଣିବାକୁ ମିଳିଛି ଯେ କରଣ ଜୋହରଙ୍କ ଟିମ୍ ଲିଡ ରୋଲ୍ ଖୋଜୁଛି।

Share

Leave a Reply

Your email address will not be published. Required fields are marked *

ten + sixteen =