ନାର୍କୋ ଟେଷ୍ଟ ପାଇଁ ପୋଲିସର ଆବେଦନକୁ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ() ଡବଲ ମର୍ଡର ମାମଲାରେ ଗିରଫ ହୋଇଥିବା ଅନୁପ ସାଏଙ୍କ ନାର୍କୋ ଟେଷ୍ଟ ହେବ ନାହିଁ । ନାର୍କୋ ଟେଷ୍ଟ ପାଇଁ ପୋଲିସ ଆବେଦନକୁ ଖାରଜ କଲେ କୋର୍ଟ । ଚକ୍ରଧରନଗର ପୋଲିସ ଆବେଦନକୁ ରାୟଗଡ ସି.ଜେ.ଏମ କୋର୍ଟ ଖାରଜ କରିଛନ୍ତି । ଏହି ଟେଷ୍ଟ ପାଇଁ ଅନୁପ ସାଏ ରାଜି ନହେବାରୁ ଖାରଜ କଲେ କୋର୍ଟ । ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ବିପି ପଟେଲ ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 19 =