ଜାଣନ୍ତୁ ସଦଗୁରୁର ଅର୍ଥ କଣ

ଭୁବନେଶ୍ୱର: ମନୁଷ୍ୟ ଶରୀର ଧାରଣ କରି ଦିବ୍ୟତ୍ୱର ପରିପ୍ରକାଶ କରୁଥିବା ସ୍ଥାନମାନଙ୍କୁ ସଦଗୁରୁ କୁହାଯାଏ । ସେମାନଙ୍କ ମଧ୍ୟରେ ଇଶ୍ୱରଙ୍କର ସମସ୍ତ ଲକ୍ଷଣ ଓ ଶକ୍ତି ନିହିତ ଥାଏ । ମନୁଷ୍ୟ ଦେହଧାରୀ ବାସୁଦେବ ଶ୍ରୀକୃଷ୍ଣ ଥିଲେ ସ୍ୱୟଂ ଭଗବାନଙ୍କ ଅବତାର । ସାଇବାବା ପ୍ରକୃତରେ କଣ ଥିଲେ? କେବଳ କଳ୍ପନାରେ କିମ୍ବା ଆବେଗପ୍ରବଣତାରେ ସେ ଉପଲବ୍ôଧ କରିବା ପାଇଁ ପ୍ରତ୍ୟକ୍ଷ ଅନୁଭୂତି ଆବଶ୍ୟକ । ବାବା ଜନ୍ମମୃତ୍ୟୁର ଚକ୍ରର ଉର୍ଦ୍ଧ୍ୱରେ ଥିଲେ ଏବଂ ସର୍ବଦା ପରାମୁକ୍ତ ଅବସ୍ଥାରେ ରହୁଥିଲେ । ସେ ନିଜ ଇଚ୍ଛା ମତେ ଲକ୍ଷ ଲକ୍ଷ ମଣିଷଙ୍କ ଜୀବନ, ଏଭଳିକି ପ୍ରକୃତିକୁ ନିୟମନ୍ତ୍ରଣ କରିପାରୁଥିଲେ । ତାଙ୍କ ସମ୍ପର୍କରେ ଲେଖା ଯାଇଥିବା ବହୁ ପୁସ୍ତକରୁ ଆମେ ଜାଣୁ ଯେ ସେ ଥିଲେ ସର୍ବଜ୍ଞ, ସର୍ବବ୍ୟାପି ଓ ସର୍ବବିଦ୍ୟମାନ ।

Share

Leave a Reply

Your email address will not be published. Required fields are marked *

twelve − eight =