ପୁଣି ଗିରଫ ହେଲେ ଶୁଭଙ୍କର ନାୟକ

ଭୁବନେଶ୍ବର: ମହିଳାଙ୍କୁ ଅସଦାଚରଣ କରିବା ସହ ତାଙ୍କ ପୁଅକୁ ମାଡ଼ ମାରିବା ଅଭିଯୋଗରେ ଶୁଭଙ୍କର ନାୟକଙ୍କୁ ଗିରଫ କରାଯାଇଛି। ସି-ସୋର ଚିଟ୍‌ଫଣ୍ଡ ଲିଙ୍କ୍‌ରେ ଗିରଫ ହୋଇ ଜାମିନରେ ଆସିଥିବା ଶୁଭଙ୍କର ନାୟକଙ୍କୁ ପୁଲିସ୍‌ ପୁଣି ଥରେ ଗିରଫ କରିଛି। ଗତକାଲି ଏନେଇ ଉକ୍ତ ମହିଳା ଓ ତାଙ୍କ ପୁଅ ଭୁବନେଶ୍ୱରର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍ ଶୁଭଙ୍କରଙ୍କୁ ଆଣି ପଚରାଉଚରା କରିଥିଲା। ତା’ପରେ ତାଙ୍କୁ ଗିରଫ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

seventeen + 11 =