ଜଗନ୍ନାଥଙ୍କ ପାଇଁ ୬୦ ଦଇତାପତି

ପୁରୀ() ପୁରୀ ସ୍ନାନଯାତ୍ରା ପହଣ୍ଡିରେ ଏଥର ଦଇତାପତି ସେବାୟତଙ୍କ ସଂଖ୍ୟା କମିବ । ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡିରେ ୧୫୦ଜଣ ଦଇତାପତି ସେବକ ରହିବେ । ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ଜଣ ସେବକ ରହିବେ । ସେହିପରି ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ରହିବେ ୧୦ଜଣ ଦଇତାପତି । ସ୍ନାନ ମଣ୍ଡପରେ କେତେ ସେବାୟତ ରହିବେ ସେନେଇ ନିଷ୍ପତ୍ତି ପରେ ହେବ । ସମସ୍ତଙ୍କ କୋଭିଡ଼ ଟେଷ୍ଟ ସହମତି ହୋମ କ୍ୱାରେଣ୍ଟିନରେ ରହିବାକୁ ନିଷ୍ପତ୍ତି ନିଆଯାଇଛି । ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × four =