ରାଜ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର() ରାଜ୍ୟରେ କାଳବୈଶାଖୀ ସମ୍ଭାବନା । ଉତ୍ତର ଓଡିଶା ସମେତ ଦକ୍ଷିଣ ଓଡିଶାରେ ଆସନ୍ତା ୫ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି । ଦକ୍ଷିଣ ଓଡିଶାର ମାଲକାନଗିରି, କୋରାପୁଟ,ଗଜପତି, ଗଂଜାମରେ କାଳବୈଶାଖୀ ଅନୂଭୂତ ହେବ ଏବଂ ଉତ୍ତର ଓଡିଶାର ସୁନ୍ଦରଗଡ, ମୟୁରଭଂଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସମ୍ବଲପୁର, ଝାରସୁଗୁଡାରେ କାଳବୈଶାଖୀ ଅନୂଭୂତ ହେବ ।
Share

Leave a Reply

Your email address will not be published. Required fields are marked *

nineteen + 15 =