ତାତିଲେ ବିରୋଧୀ, ବାଚସ୍ପତିଙ୍କ ଚ୍ୟାମ୍ବର କଲେ ଘେରାଉ

ଭୁବନେଶ୍ୱର: ତାତିଲେ ବିରୋଧୀ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଚ୍ୟାମ୍ବରୀ କଲେ ଘରାଉ । ଖଣି ଦୁର୍ନୀତି ସଂକ୍ରାନ୍ତରେ ମୁଲତବୀ ପ୍ରସ୍ତାବ ଗ୍ରହଣ ନ କରିବା ପରେ ବିରୋଧୀ ଦଳର ସଦସ୍ୟମାନେ ଏଭଳି କରିଥିବା ଜଣାପଡିଛି । ଯେ ପର୍ୟ୍ୟନ୍ତ ମୁଲତବୀ ପ୍ରସ୍ତାଵକୁ ସମ୍ମତି ପ୍ରଦାନ ନ କରିଛନ୍ତି ସେ ପର୍ୟ୍ୟନ୍ତ ଆମେ ଘେରାଉ କରିବୁ ବୋଲି କହିଛନ୍ତି ବିରୋଧୀ ଦଳ । ଚାମ୍ବର ଭିତରେ ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଘେରାଉ କରି ରଖିଛନ୍ତି। ଏହାପରେ ବାଚସ୍ପତି ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଗୃହକୁ ମୁଳତବୀ ରଖିଛନ୍ତି।
 

Share

Leave a Reply

Your email address will not be published. Required fields are marked *

eighteen + twenty =