ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଶ୍ୱ ଡାକ୍ତର ଦିବସ । ଏହି ଅବସରରେ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟ୍ୱଟର ପେଜରେ ଶୁଭେଚ୍ଛା ଜଣାଇବା ସହ ଲେଖିଛନ୍ତି କି, ଲୋକଙ୍କ ବହୁମୂଲ୍ୟ ଜୀବନ ସୁରକ୍ଷିତ କରିବା ଦିଗରେ ବିଶେଷ କରି କୋଭିଡ ମହାମାରୀ ସମୟରେ ଡାକ୍ତରମାନଙ୍କ ନିଷ୍ଠାପର କାର‌୍ୟ୍ୟ ଓ ତ୍ୟାଗର ତୁଳନା ନାହିଁ। ନିଃସ୍ୱାର୍ଥପର ଭାବେ ଲୋକଙ୍କ ସେବା କାର‌୍ୟ୍ୟ ଜାରି ରଖିଥିବା ସମସ୍ତ ଡାକ୍ତରମାନଙ୍କୁ ୰ଊକ୍ଟମଗ୍ଧକ୍ଟକ୍ସଗ୍ଦଊବଚ୍ଚ ର ଅଭିନନ୍ଦନ ଜଣାଇବା ସହ ମୋର କୃତଜ୍ଞତା ଜ୍ଞାପନ କରୁଛି।

Share

Leave a Reply

Your email address will not be published. Required fields are marked *

3 × 4 =