ହତ୍ୟା କରି ଆଖି ତାଡ଼ିନେଲେ ଦୁର୍ବୃତ୍ତ

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବଛିପୁର ଗାଁରେ ବର୍ବର ହତ୍ୟାକାଣ୍ଡ। ଜଣେ ବ୍ୟକ୍ତିଙ୍କୁ କେହି ନୃଶସଂ ଭାବେ ହତ୍ୟା କରି ଆଖି ତାଡ଼ି ଦେଇଛନ୍ତି । ମୃତକଙ୍କ ନାଁ ଗଣେଶ ଶତପଥୀ। ଆଜି ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ। ଏହି ଘଟଣା ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

4 × one =