ପୁଲିସ ଡିଜିଙ୍କ ଭୋଟ ଗଣତି ସୁରକ୍ଷା ସମୀକ୍ଷା

ଭୋଟ୍ ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା କେମିତି ରହିବ, ସେ ନେଇ ପୁଲିସ୍ ଡିଜି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

୬୨ଟି ସ୍ଥାନରେ ଭୋଟ୍ ଗଣତି ହେବାକୁ ଥିବା ବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି ହେବା ନେଇ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଡିଜିପି ସୂଚନା ଦେଇଛନ୍ତି। ଏପିଆର୍, ଓଏପିଏଫ୍, ହୋମ୍ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ରହିବେ। ଗଣତି ବେଳେ ଯେଭଳି କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହେବ, ସେ ନେଇ ସତର୍କତା ଅବଲମ୍ବନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × five =