ରାଜଧାନୀ ୟୁନିଟ୍‌-୪ ପରିବା ଓ ମାଛ ମାର୍କେଟ ସିଲ୍

ଭୁବନେଶ୍ୱର: ରାଜଧାନୀର ୪ ନମ୍ବର ପରିବା ମାର୍କେଟରେ ବିଏମସି ଚଢାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ପରିବା ମାର୍କେଟ ସିଲ୍ କରିଛି ବିଏମସି । ୟୁନିଟ ୪ ମାଛ ମାର୍କେଟକୁ ବି ସମାନ କାରଣରୁ ସିଲ୍ ହୋଇଛି । ସଟଡାଉନ ବେଳେ ମାଛ ବଜାରରେ କୋଭିଡ ନିୟମ ଉଲ୍ଲଂଘନ ହେଉଥିଲା । ଅସମ୍ଭବ ଗହଳି ହେବାରୁ ମାଛ ମାର୍କେଟକୁ ସିଲ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen + 20 =