ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କମଳନାଥ

ଭୋପାଲ() ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ କମଳନାଥ ଇସ୍ତଫା ଦେବା ନେଇ ସେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିି । କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫାପତ୍ର ଦେବେ । ବହୁମତ ସାବ୍ୟସ୍ତ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନ ୫ଟା ସୁଦ୍ଧା କମଳନାଥ ଶକ୍ତି ପରୀକ୍ଷା ଦେବାର ଥିଲା ।

Share

Leave a Reply

Your email address will not be published. Required fields are marked *

seventeen − 7 =