୧୪ ଦିନ ବଢିବ ଲକ୍-ଡାଉନ୍ !

ନୂଆଦିଲ୍ଲୀ() ସାରା ଦେଶରେ ମେ ୩୧ ପର୍ଯ୍ୟନ୍ତ ଲକ୍-ଡାଉନ୍ ବଢିପାରେ । ଲକ୍-ଡାଉନ୍-୪ରେ ୧୪ ଦିନ ପାଇଁ ବନ୍ଦ ରହିବ ସାରା ଦେଶ । ଆଉ କିଛି ସମୟ ମଧ୍ୟରେ ଗାଇଡଲାଇନ୍ ଜାରି କରିପାରନ୍ତି କେନ୍ଦ୍ର ସରକାର । ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟ ଲକ୍-ଡାଉନରେ କିଛି ନିୟମ କୋହଳ କରାଯିବ । ଜାତୀୟ ଗଣମାଧ୍ୟମରେ ଅବଧି ବୃଦ୍ଧି ନେଇ ଖବର ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − three =