ଆଇପିଏସ୍ ଏସ୍.କେ.ଉପାଧ୍ୟାୟଙ୍କୁ ଡିଜି ଜେଲ୍ ଦାୟିତ୍ବ

ଭୁବନେଶ୍ୱର() IPS ସ୍ତରରେ ଅଦଳବଦଳ ହୋଇଛି । ଆଇପିଏସ୍ ଏସ୍.କେ.ଉପାଧ୍ୟାୟଙ୍କୁ ଡିଜି ଜେଲ୍ ଦାୟିତ୍ବ । ଆର୍.ପି.କୋଚେଙ୍କୁ ଏଡିଜି ଏସ୍ଏପି । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଏଡିଜି ଆଇନ ଶୃଙ୍ଖଳା । ଓ୍ବାଇ.କୋୟଲଙ୍କୁ ଆଇଜି ହେଡ୍ କ୍ବାର୍ଟର୍ସ । ଅନୁପ ସାହୁଙ୍କୁ ଆଡିସ୍ନାଲ କମିଶନର , କମିଶନରେଟ୍ ପୋଲିସ ।

Share

Leave a Reply

Your email address will not be published. Required fields are marked *

3 − three =