ଏହି ଚର୍ଚ୍ଚିତ ଅଭିନେତାଙ୍କୁ ଧମକ ଦେଲେ ପ୍ରଶଂସକ

ମୁମ୍ବାଇ() କିଛି ଦିନ ହେବ ବଡ଼ ପରାଦାରୁ ଦୂରେଇ ରହିଛନ୍ତି ବଲିଉଡ୍ ବାଦଶାହ ଶାହରୁଖ ଖାଁ । ବହୁ ଦିନରୁ ବଡ଼ ପରାଦାରେ ତାଙ୍କୁ ଦେଖିବା ପାଇଁ ଅପେକ୍ଷା ରହିଥିବା ପ୍ରଶଂସକଙ୍କ ଏବେ ଧୈର୍ୟ୍ୟ ଭାଙ୍ଗିଯାଇଛି। ଯଦି ଶାହରୁଖ ଆସନ୍ତା ବର୍ଷରେ ନିଜର ଫିଲ୍ମକୁ ନେଇ କିଛି ଘୋଷଣା ନ କରନ୍ତି ତେବେ ତାଙ୍କ ପ୍ରଶଂସକ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

ଗତ ନଭେମ୍ବର ୨ରେ ଶାହରୁଖଙ୍କ ନିଜ ଜନ୍ମଦିନ ପାଳିଥିଲେ। ଏହି ଅବସରରେ ସେ ନୂଆ ପ୍ରୋଜେକ୍ଟ ନେଇ ଘୋଷଣା କରିବେ ବୋଲି ପ୍ରଂଶସକ ଆଶା କରିଥିଲେ। କିନ୍ତୁ ଏଭଳି କିଛି ହୋଇ ନ ଥିଲା। ତେବେ ଏହାକୁ ନେଇ ଅପେକ୍ଷାରତ ଥିବା ପ୍ରଶଂସକମାନଙ୍କ କିଛି ଟୁଇଟ ଏବେ ଟୁଇଟରରେ ଟ୍ରେଣ୍ଡ କରୁଛି। ହାସଟ୍ୟାଗ କରି ଖୁବ୍ଶୀଘ୍ର ନିଜ ଫିଲ୍ମକୁ ନେଇ ଘୋଷଣା କରନ୍ତୁ ବୋଲି କିଛି ପ୍ରଶଂସକ ଶାହାରୁଖଙ୍କୁ ନିବେଦନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

nine + 4 =