କନ୍ଧମାଳରେ ଶୀତର ଲହରୀ

କନ୍ଧମାଳ – ଗତ ଦୁଇଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଉଛି । ଫୁଲବାଣୀ ଓ କନ୍ଧମାଳରେ ଶୀତର ଲହରୀ ପ୍ରବଳ ଭାବରେ ବଢିବାରେ ଲାଗିଛି । ରାତିରେ ତାପମାତ୍ରା ୬/୭ ଡିଗ୍ରୀକୁ ଖସିଆସିବା ଫଳରେ ଲୋକେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଶୀତ ସାଙ୍ଗକୁ କୁହୁଡି ମଧ୍ୟ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି ।

Share

Leave a Reply

Your email address will not be published. Required fields are marked *

3 − one =