ରାଜ୍ୟ ଶ୍ରୀମନ୍ଦିରରେ ନବୀନଙ୍କ କ୍ଷୟକ୍ଷତିର ସମୀକ୍ଷା May 18, 2019May 18, 2019 admin 0 Comments CM Naveen Patnaik visits Puri ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନବୀନ ଆଜି ଅପରାହ୍ଣ ୪ଟା ୩୦ରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଦର୍ଶନ ପରେ ନବୀନ ଶ୍ରୀମନ୍ଦିର ପରିସର ବୁଲି ଦେଖିଛନ୍ତି। ବାତ୍ୟାରେ କେତେ ପରିମାଣରେ କ୍ଷୟକ୍ଷତି ଘଟିଛି ସେ ନେଇ ନବୀନ ସମୀକ୍ଷା କରିଛନ୍ତି। Share