ସିବିଏସଇ ଟର୍ମ 2 ପରୀକ୍ଷା ପାଇଁ କାର୍ଯ୍ୟସୂଚୀ

ସିବିଏସଇ ଟର୍ମ 2 ପରୀକ୍ଷା ଏପ୍ରିଲ 26ରୁ ଆରମ୍ଭ ହେବ । ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ପାଇଁ ସିବିଏସଇ ପକ୍ଷରୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରାଯାଇଛି । ଦିନ ସାଢେ 10ଟାରୁ ପରୀକ୍ଷା ଆରମ୍ଭ କରାଯିବ ଏବଂ ପ୍ରତି ପରୀକ୍ଷା ମଧ୍ୟରେ ଅଧିକ ବ୍ୟବଧାନ ରଖାଯାଇଛି । ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି ପାଇଁ ଏହି ବ୍ୟବଧାନ ରଖାଯାଇଛି ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

3 × two =