ବାତ୍ୟା ପାଇଁ ଛୁଟି ବାତିଲ

ଭୁବନେଶ୍ୱର—ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିସନର ଏବଂ ଓସଡମାର ସମସ୍ତ କର୍ମଚାରୀଙ୍କର ଛୁଟି ବାତିଲ କରାଯାଇଛି । ବାତ୍ୟା ପରିସ୍ଥିତି ପାଇଁ ସତର୍କ ରହିବାପାଇଁ ସବୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ପ୍ରସ୍ତୁତି କରିବାକୁ ମଧ୍ୟ କୁହାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ୧୦ସଦ୍ଧ୍ୟାରୁ ପ୍ରବଳ ଝଡତୋଫାନ ହେବାର ଆଶଙ୍କା ରହିଥିବାରୁ ଶାସନକଳକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

5 + 5 =