ସେସୁରୁ ବିଦା ହେଲେ ୩ ଦୁର୍ନୀତିଗ୍ରସ୍ତ ଅଧିକାରୀ

ଭୁବନେଶ୍ୱର()  ସେସୁରୁ ବିଦା ହେଲେ ୩ ଦୁର୍ନୀତିଗ୍ରସ୍ତ ଅଧିକାରୀ । ୩ ଲାଞ୍ଚୁଆ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ ନିର୍ଦ୍ଦେଶ ଦେଇଛନ୍ତି ସେସୁ ସିଇଓ ଅରୁଣ ବୋଥ୍ରା । ଖୋର୍ଦ୍ଧା ସବଡିଭିଜନ୍ ଜେଇ ଅଭିମନ୍ୟୁ ଜେନା, ଭୁବନେଶ୍ୱର ଭିଏସଏସ୍ ନଗରର ଜେଇ ସୁବ୍ରତ ଦାସ ଏବଂ ଭୁବନେଶ୍ୱର ବରମୁଣ୍ଡା ସବଡିଭିଜନ୍ ଜେଇ ସୁବ୍ରତ ମିଶ୍ର ହେଲେ ସସପେଣ୍ଡ । କିଛି ଟଙ୍କା ପାଇଁ ସାଧାରଣ ଜନତାଙ୍କୁ ହଇରାଣ କରୁଥିଲେ । ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀ ମାନେ ଲାଞ୍ଚ ନେଇ ପାୱାରକଟ୍ କରୁଥିଲେ ।

Share

Leave a Reply

Your email address will not be published. Required fields are marked *

16 − four =