ଶ୍ରୀକ୍ଷେତ୍ରରେ ଆଜି ପାଳନ ହେବ ଅନନ୍ତ ବ୍ରତ

ପୁରୀ: ଶ୍ରୀକ୍ଷେତ୍ରରେ ପ୍ରତିଦିନ କାଳିଆର ରହିଛି ଅନେକ ନୀତି । ଆଜି ହେଉଛି ଭାଦ୍ରକ ଶୁକ୍ଲ ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଆଜି ଅନନ୍ତ ବ୍ରତ । ବଡ଼ଦେଉଳରେ ଅନୁଷ୍ଠିତ ହେବ ଅନନ୍ତ ଚତୁର୍ଦ୍ଦଶୀ ନୀତି । ଠାକୁରଙ୍କ ସନ୍ଧ୍ୟା ଧୂପ ନୀତି ପରେ ଶ୍ରୀଅନନ୍ତ ଠାକୁରଙ୍କ ନୀତି ହେବ । ମନ୍ଦିର ପରିସରରେ ଅନନ୍ତ ବ୍ରତ କଥା ପାଠ କରାଯିବ । ଏହି ଅବସରରେ ମହିଳାମାନେ ମାର୍କଣ୍ଡ ପୁଷ୍କରିଣୀରେ ସ୍ନାନ ସହ ଅନନ୍ତ ବ୍ରତ ପାଳନ କରିବାର ପରମ୍ପରା ରହିଛି ।

Share

Leave a Reply

Your email address will not be published. Required fields are marked *

15 − 6 =