ରାଜ୍ୟରେ କରୋନାରେ ୨ ଶିଶୁକନ୍ୟାଙ୍କ ମୃତ୍ୟୁ

ଭୁବନେଶ୍ୱର: ତୃତୀୟ ଲହର ଆସି ନଥିବା ବେଳେ ଶିଶୁଙ୍କ ଲାଗି ଆରମ୍ଭ ହୋଇଗଲାଣି ଭୟାବହତା । ଆଜି ରାଜ୍ୟରେ ୨ଜଣ ଶିଶୁଙ୍କ ଜୀବନ ଜୀବନ ନେଇଛି ମହାମାରୀ । ମୃତ ଶିଶୁଙ୍କ ମଧ୍ୟରେ ମଞୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର କନ୍ୟା ସନ୍ତାନର ମୃତ୍ୟୁ ହୋଇଥିବା ବେଳେ ଝିଅଟିର ହୃଦରୋଗ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଅନ୍ୟ ମୃତ ଶିଶୁ କନ୍ୟା ଜଣକ ମାତ୍ର ୧୨ଦିନର ହୋଇଥିବା ବେଳେ ତାଙ୍କ ଘର କଟକ ଜିଲ୍ଲାରେ । ୨ ଶିଶୁ ମୃତ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରିଛି ।

Share

Leave a Reply

Your email address will not be published. Required fields are marked *

1 × 4 =