Thursday, October 29, 2026
Latestମନୋରଞ୍ଜନ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ

ମୁମ୍ୱାଇ() ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଶନିବାର ସଂଧ୍ୟାରେ ମୁମ୍ୱାଇର ନାନାବତୀ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଅମିତାଭ ଟୁଇଟ୍ କରି ସୂଚନା ଦେଇଛନ୍ତି। ଅନ୍ତିମ ୧୦ ଦିନ ହେବ ଅମିତାଭଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରହିଥିଲା। ଅମିତାଭ କିଭଳି କରୋନା ସଂସ୍ପର୍ଶରେ ଆସିଛନ୍ତି ଓ ଅମିତାଭଙ୍କ ସଂସ୍ପର୍ଶରେ କିଏ ଆସିଛନ୍ତି ତାକୁ ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରୁଛନ୍ତି।୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି।

Share

Leave a Reply

Your email address will not be published. Required fields are marked *

4 × four =