ଆର ପାରିରେ ଦୀପା ସାହୁ

ଭୁବନେଶ୍ୱର() ଆଲବମ୍ କୁଇନ ଦୀପା ସାହୁଙ୍କ ଆଜି ପରଲୋକ ଘଟିଛି । ସେ ଜରାୟୁ କ୍ୟାନସରରେ ପୀଡ଼ିତ ଥିଲେ । ଭୁବନେଶ୍ୱର ସ୍ଥିତ ସ୍ପର୍ଶ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଦୀପାଙ୍କ ମୃତ୍ୟୁ ନେଇ ତାଙ୍କ ସ୍ବାମୀ ସୂଚନା ଦେଇଛନ୍ତି ।  ଦୀପା ଶତାଧିକ ଆଲବମରେ ଅଭିନୟ କରିଥିଲେ ।

Share

Leave a Reply

Your email address will not be published. Required fields are marked *

18 − eighteen =