କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ଲକଡାଉନରେ ବଢ଼ୁଛି ନିଶା କାରବାର । ୧ କେଜି ୪୮ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା । କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରା ପଡିଛନ୍ତି ଅଭିଯୁକ୍ତତ । ପିପିଲି-ନିମାପଡ଼ା ଓଭର ବ୍ରିଜ୍ ନିକଟରୁ ଧରାଯାଇଛି । ତେବେ ୨୦୨୦ରୁ ଆଜି ସୁଦ୍ଧା ଏସଟିଏଫ ୩୫ କେଜି ବ୍ରାଉନସୁଗାର ଜବତ କରିଛି ।

Share

Leave a Reply

Your email address will not be published. Required fields are marked *

nine + 19 =