ଆସିଲା ମାନସଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଆସିଲା କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ମାନସଙ୍କୁ ଲମ୍ବା ସମୟ ଧରି ଭୋକିଲା ରଖାଯାଇଥିଲା । ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିଲା । ଲୁହା ରଡରେ ମାଡ ମରାଯାଇଥିଲା । ମାନସଙ୍କ ତିନିଟି ପିଞ୍ଜରା ହାଡ ଭାଙ୍ଗିଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି । ତେବେ ମାନସଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି । ଦୀର୍ଘ ସମୟ ଧରି ମାଡ ମରାଯାଇଥିବାରୁ ପ୍ରଚୁର ରକ୍ତ ବାହାରିଥିଲା ।

Share

Leave a Reply

Your email address will not be published. Required fields are marked *

fourteen − ten =