ବିଶ୍ୱ ଖାଉଟି ଅଧିକାର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ଖାଉଟି ଅଧିକାର ଦିବସ। ଏହି ଅବସରରେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତ୍ୟେକ ଖାଉଟି ଯେପରି ସେମାନଙ୍କର ଅଧିକାର ଓ ଦାୟିତ୍ୱ ବାବଦରେ ସଚେତନ ହୋଇପାରିବେ, ସେଥିପାଇଁ ସମସ୍ତେ ମିଳିତ ପ୍ରୟାସ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏକ ମୁକ୍ତ, ସୁରକ୍ଷିତ ଓ ସତତ ବଜାର ପାଇଁ ସମସ୍ତଙ୍କର ଦାୟିତ୍ୱବୋଧ ରହିଛି। ସ୍ଥାୟୀ ଓ ସୁରକ୍ଷିତ ବାତାବରଣ ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Share

Leave a Reply

Your email address will not be published. Required fields are marked *

eleven − 1 =