ଦୀପାବଳିରେ ପିପିଲିରେ ଫୁଟିଲା ଗୁଳି

ଦୀପାବଳିରେ ଦିନ ଦ୍ୱିପ୍ରହରରେ ବୋମା ମାଡ । ଫୁଟିଲା ଗୁଳି । ଏନଏସି ଅଂଚଳ ହନୁମାନ ମନ୍ଦିର ନିକଟରେ ଗୁଳିକାଣ୍ଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ଗୁଳିମାଡ । ସମ୍ପୃକ୍ତ ଯୁବକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି । ଘଟଣାସ୍ଥଳରେ ପିପିଲି ପୁଲିସର ଛାନଭିନ ।

Share

Leave a Reply

Your email address will not be published. Required fields are marked *

seventeen + one =