ଝାରପଡା ଜେଲରେ ମହିଳା କଏଦୀଙ୍କ ଆତ୍ମହତ୍ୟା

ଝାରପଡା ଜେଲରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳା କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ହତ୍ୟା ମାମଲାରେ ଗିରଫ ମହିଳା ବିଚାରଧୀନ ବନ୍ଦୀ ସୁକାନ୍ତି ଦାସ । ଆତ୍ମହତ୍ୟା ଉଦ୍ୟମ କରିଥିବା ସୁକାନ୍ତିଙ୍କୁ ହସ୍ତିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସୁକାନ୍ତିଙ୍କ ମୃତ୍ୟୁ ହୋଇଥିଲା । ସୁକାନ୍ତିଙ୍କ ମୃତ୍ୟୁର ତଦନ୍ତ ହାଜତ ମୃତ୍ୟୁ ଗାଇଡଲାଇନ ଅନୁସାରେ ହେବ ।

Share

Leave a Reply

Your email address will not be published. Required fields are marked *

18 − 3 =