କାଲି ବିଧାନସଭା ଘେରିବ ବିଜେପି

ଆସନ୍ତାକାଲି ବିଧାନସଭା ଘେରିବ ବିଜେପି ଯୁବମୋର୍ଚ୍ଚା । ନବ ଦାସ ହତ୍ୟା ମାମଲାରେ ଜବାବ ମାଗିବାକୁ ଘେରିବ ବିଜେପି ।  ପ୍ରତ୍ୟେକ ଜିଲ୍‌ଲାରୁ ଯୁବକ ଏକାଠି ହୋଇ ଘେରାଉ କରିବେ ବୋଲି ଜଣାପଡିଛି । ବିଜେପି ସାଧାରଣ ସଂପାଦକ ଗୋଲକ ମହାପାତ୍ରଙ୍କ ସୂଚନା ।

Share

Leave a Reply

Your email address will not be published. Required fields are marked *

5 × three =